Skip to playerSkip to main content
  • 3 weeks ago
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପୌରାଣିକ ଓ ଐତିହାସିକ ଆଧ୍ୟାତ୍ମିକ ପୀଠ ମହେନ୍ଦ୍ରଗିରି ଶିଖରରେ ଆରମ୍ଭ ହୋଇଛି ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱ ଶାନ୍ତି ମହାଯଜ୍ଞ । ମହେନ୍ଦ୍ର ମେଳା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ମେଳାରେ ଯୋଗଦେବା ପାଇଁ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଆଗମନ ଆରମ୍ଭ ହୋଇଛି । ହଜାର ହଜାର ମହିଳା ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ବିଧିବଦ୍ଧ ଭାବେ ଯଜ୍ଞ କାର୍ଯ୍ୟ ଚାଲିଛି । ମେଳା ଅବସରରେ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ସ୍ୱାହି ସ୍ନାନ ସମେତ ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।ମହେନ୍ଦ୍ର ମେଳାରେ ସାମିଲ ହେବା ପାଇଁ ଗଜପତି ଓ ଗଞ୍ଜାମ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ସୁଅ ଛୁଟିବା ସହ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥଙ୍କ ଉପସ୍ଥିତି ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଚି କରିଛି ।
 ଏନେଇ ଆୟୋଜକ ଅନ୍ତର୍ଯ୍ୟାମୀ ଗମାଙ୍ଗ କହିଛନ୍ତି, "ଆଜିଠାରୁ ଆଠ ଦିନ ବ୍ୟାପୀ ମେଳା ଚାଲିବ । ମେଳାରେ ସାମିଲ ହେବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି । ଶାନ୍ତିଶୃଙ୍ଖଳାର ସହ ମେଳା ଆୟୋଜନ କରାଯାଇଛି ।"ଏହା ମଧ୍ୟ ପଢ଼ନ୍ତୁ...କାଲିଠୁ ମହେନ୍ଦ୍ର ମେଳା, ମହେନ୍ଦ୍ରଗିରିରେ ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୂତି ଜେନାଜୁନ ପହିଲାରୁ 9 ଦିନିଆ 'ମହେନ୍ଦ୍ର ମେଳା'; ପ୍ରଥମ ଥର ପୁରୁଷୋତ୍ତମ ମାସରେ ଯଜ୍ଞ, 3 ଲକ୍ଷ ଶ୍ରଦ୍ଧାଳୁ ସାମିଲ ସମ୍ଭାବନାଇଟିଭି ଭାରତ, ଗଜପତି

Category

🗞
News
Transcript
00:08This is the first time of Mahamdra.
00:09Mahamdra is the first time of Mahamdra.
00:13Every year of Mahamdra is the first time of Mahamdra.
00:22He is the first time of Mahamdra.
00:24He is the first time of Mahamdra.
00:39He has the first time of Mahamdra.
01:06Thank you to our
01:21So, as a man, I'm still arehad, and I'm still going to speak to him from the Uttaraj,
01:34I'm going to speak to him.
01:35He's going to speak to him, to my consultation.
01:39He's going to have his hand-law and his hand down.
01:40He's going to speak to him
01:43and he's going to speak to him for a long time,
01:44and he's going to speak to me.
01:56This is the
02:48I have been involved in the community of this community, I am a citizen of the community, I am a
02:53citizen of the community and I have been involved in the community and I have been involved in that community.
02:58Today, it also has been 16 days before we went to 2100,000 and 2035,000.
03:13in israeli
03:18in israeli
03:22in israeli
03:25We should become a leader and that it can make a change.
03:31It is a huge impact on the world and the work that we do in the world.
03:35The structure is a big use of what comes from working with the work.
03:38The structure is being reinforced and the work that we are working on a world of life.
03:46Today, we had the work of nine days,
04:14Thank you very much.
04:20Thank you very much.
Comments

Recommended