Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
4 months ago
ପୁରୀ: ସାରା ରାଜ୍ୟରେ ଆଜି ଉତ୍କଳ ଦିବସ ଅବସରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଆଜିର ଦିନରେ ଓଡିଆ ନିଜର ଐତିହ୍ୟ, ପରମ୍ପରା, ଇତିହାସକୁ ମନେପକାଇ ଗର୍ବ ଅନୁଭବ କରୁଛି । ଏହି ଅବସରରେ ପୁରୀର ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ ସାହୁ ନିଜର ଷ୍ଟୁଡିଓରେ ଉତ୍କଳ ଦିବସ ଅବସରରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ସୃଷ୍ଟି କରିଛନ୍ତି । ସେ ଏହି ବାଲୁକା କଳାରେ ରାଜ୍ୟର ଗୌରବମୟ କଳା, ସଂସ୍କୃତି, ସାହିତ୍ୟ ଏବଂ ସ୍ଥାପତ୍ୟ ଐତିହ୍ୟକୁ ପ୍ରଦର୍ଶନ କରିଛନ୍ତି ।ଏହି ବାଲୁକା କଳା ତିଆରି କରିବା ପାଇଁ ବାଲୁକାଶିଳ୍ପୀଙ୍କୁ ପ୍ରାୟ 15 ମିନିଟ ସମୟ ଲାଗିଥିଲା । ସେ ଏହି ଆନିମେସନ୍ ଜରିଆରେ ଓଡିଆ ଭାଷା ଆନ୍ଦୋଳନରେ ଝାସ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ରାଜ୍ୟ ଏବଂ ଜାତି ପାଇଁ ସେମାନଙ୍କ ଅପାର ବଳିଦାନକୁ ମନେ ପକାଯାଇଛି ।
ଉତ୍କଳ ଦିବସ ପାଇଁ ଶୁଭେଚ୍ଛାବାର୍ତ୍ତା ଦେଇ ବାଲୁକା ଚିତ୍ରଶିଳ୍ପୀ ମାନସ ସାହୁ କହିଛନ୍ତି, "ଓଡିଶାବାସୀଙ୍କୁ ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଓ ଶୁଭକାମନା । ଆଜି ଏହି ବାଲୁକା କଳା ମାଧ୍ୟମରେ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶନ କରିବାକୁ ପ୍ରଚେଷ୍ଟା କରିଥିଲି । ଏହାକୁ ତିଆରି କରିବା ପାଇଁ 15 ମିନିଟ ସମୟ ଲାଗିଥିଲା ।"ଏହା ମଧ୍ୟ ଦେଖନ୍ତୁ: ‘ଉତ୍କଳ ଦିବସ’ ପାଇଁ ସଜେଇ ହୋଇଛି ରାଜଧାନୀ; ଝଲସୁଛି ସରକାରୀ କାର୍ଯ୍ୟାଳୟଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:03
For more information about you, visit the website.
00:03
Please visit www.fema.org
00:03
www.fema.org
Show less
Comments
Add your comment
Recommended
1:10
|
Up next
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
4 weeks ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
4 weeks ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
7 weeks ago
6:58
ନାରୀତ୍ବର ପର୍ବ 'ରଜ' ଅବସରରେ, ପାରମ୍ପରିକ ପୋଷାକ ପିନ୍ଧି ରାମ୍ପରେ ଚାଲିଲେ କୁନି ଝିଅ ଓ ମଡେଲ
ETVBHARAT
2 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
2 months ago
1:25
विदिशा में बारिश से उफान पर बेतवा, पुराने अशोकनगर मार्ग का पुल और मंदिर जलमग्न, अलर्ट जारी
ETVBHARAT
7 hours ago
1:17
अभी भी पानी में डूबा है असम, अब तक 101 लोगों की मौत, बाढ़ से जूझ रहे हैं सवा लाख से ज्यादा लोग
ETVBHARAT
8 hours ago
2:11
ସରପଞ୍ଚ ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଘଟଣା: ନିର୍ବାଚନ ହେବ, ହେଲେ ଫଳ ପ୍ରକାଶ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ
ETVBHARAT
8 hours ago
0:30
पंचकूला सरकारी अस्पताल से पंखे चोरी करता व्यक्ति रंगे हाथों अरेस्ट, पहली मंजिल से दिनदहाड़े खोल रहा था पंखा
ETVBHARAT
8 hours ago
0:43
ਪੰਜਾਬ ਯੂਨੀਵਰਸਿਟੀ ਚੋਣਾਂ: ‘ਆਪ’ ਨੇ ਖਿੱਚੀ ਤਿਆਰੀ, ਮੀਤ ਹੇਅਰ ਤੇ MLA ਸੁਖਾਨੰਦ ਨੂੰ ਸੌਂਪੀ ਵੱਡੀ ਜ਼ਿੰਮੇਵਾਰੀ
ETVBHARAT
8 hours ago
4:49
ରଜ ମହୋତ୍ସବ ପାଇଁ ଉତ୍ସବ ମୁଖର ଯାଜପୁର, ପିଠାପଣା ମହକ ଓ ଦୋଳି ଖେଳରେ ମଜ୍ଜିଲେ ଆବାଳବୃଦ୍ଧ
ETVBHARAT
2 months ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
2 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
2 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
4 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
6 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
6 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
7 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
8 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
9 months ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
10 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
10 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
2 years ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago
Comments