Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
2 days ago
ସମ୍ବଲପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାରା ସମ୍ବଲପୁର ସହର ଏବେ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସମ୍ବଲପୁର ସହରରେ ଥିବା ବିଭିନ୍ନ ଜଗନ୍ମାଥ ମନ୍ଦିର ଗୁଡ଼ିକରେ ହଜାର ହଜାର ଭକ୍ତମାନଙ୍କ ଉପସ୍ଥିତରେ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସହରର ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିର, ସାକ୍ଷିପଡା ସ୍ଥିତ ଶ୍ରୀରାଧାମଦନ ଗୋପାଳ ମନ୍ଦିର, ମୋଦିପଡା ଜଗନ୍ମାଥ ମନ୍ଦିର, କ୍ଷେତରାଜପୁର ଜଗନ୍ମାଥ ମନ୍ଦିର ସମେତ ବିଭିନ୍ନ ଜଗନ୍ମାଥ ମନ୍ଦିର ଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ଜୟ ଜଗନ୍ନାଥ ଧ୍ବନିରେ ପୂଜକଙ୍କ ସହ ମନ୍ଦିର କମିଟିର ସଭ୍ୟ ମାନଙ୍କ ଉପସ୍ଥିତରେ ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ କରାଯାଇ ରଥାଋଢ଼ କରାଯାଇଥିଲା । ପରେ ଛେରାପହଁରା କାର୍ଯ୍ୟ ସମାପିତ ହେବା ପରେ ହଜାର ହଜାର ଭକ୍ତମାନଙ୍କର ଗହଣରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ବିଭିନ୍ନ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନକୀର୍ତ୍ତନ ପରିବେଷଣ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:ଦେବଭୂମି ରଥଯାତ୍ରା; ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ଜିନ୍ଦଲ ଗ୍ରୁପ୍ ମୁଖ୍ୟଙ୍କ ସହ ବହୁ କର୍ମଚାରୀ ଟାଣିଲେ ରଥସ୍ୟାଣ୍ଡ ଆନିମେସନରେ ରଥଯାତ୍ରା ଶୁଭେଚ୍ଛାବଡ଼ଦାଣ୍ଡ ଭିଡ଼ ଭିତରେ ଆମ୍ୱୁଲାନ୍ସ, ରାସ୍ତା ଛାଡିଲେ ଭକ୍ତ
ଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:00
Nave! Nave! Nave! Nave! Nave! Nave!
00:29
Nave! Nave!
00:59
Nave! Nave!
Show less
Comments
Add your comment
Recommended
1:09
|
Up next
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
2 days ago
4:49
ରଜ ମହୋତ୍ସବ ପାଇଁ ଉତ୍ସବ ମୁଖର ଯାଜପୁର, ପିଠାପଣା ମହକ ଓ ଦୋଳି ଖେଳରେ ମଜ୍ଜିଲେ ଆବାଳବୃଦ୍ଧ
ETVBHARAT
5 weeks ago
1:42
ସ୍ମାର୍ଟସିଟିରେ କାଳବୈଶାଖୀ ତାଣ୍ଡବ, ଉପଡ଼ିଲା ଗଛ, ଭାଙ୍ଗିଲା ହୋଡିଂ
ETVBHARAT
6 weeks ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
6 weeks ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
3 months ago
2:45
போலீஸில் புகார் கொடுக்க பயமா? வந்துவிட்டது 'நிழல்' கியூஆர் கோடு திட்டம் - கோவை காவல்துறை அசத்தல்
ETVBHARAT
33 minutes ago
1:31
حیدرآباد ای چیمپئنز نے راموجی فلم سٹی میں ٹی جی ٹوئنٹی لیگ کی جیت کا جشن بڑے دھوم دھام سے منایا
ETVBHARAT
39 minutes ago
4:44
ಧಾರವಾಡ ಜಿಲ್ಲೆಯ ಬೆಣ್ಣೆಹಳ್ಳ ಪ್ರವಾಹಕ್ಕೆ ಇನ್ನೂ ದೊರೆತ್ತಿಲ್ಲ ಮುಕ್ತಿ: ಶಾಶ್ವತ ಪರಿಹಾರಕ್ಕೆ ಬೇಕಿದೆ ಕೇಂದ್ರ, ರಾಜ್ಯ ಸರ್ಕಾರದ ನೆರವು
ETVBHARAT
41 minutes ago
3:50
हाइड्रोलिक रथ पर सवार होकर निकले भगवान जगन्नाथ, रथयात्रा की भक्ति में डूबा ग्वालियर
ETVBHARAT
41 minutes ago
1:19
सोनीपत के मलिकपुर में मिला किशोरी का शव, गड्ढे में दबी लाश को कुत्ते नोंच रहे थे, पुलिस ने निकाला
ETVBHARAT
41 minutes ago
0:56
Watch: କାମନା ଦେବଙ୍କ ପୀଠରେ ମେରୁଯାତ୍ରା, କଣ୍ଟାରେ ଗଡ଼ିଲେ, ନିଆଁରେ ଝୁଲିଲେ
ETVBHARAT
3 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
4 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
4 months ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
5 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
5 months ago
0:26
Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ
ETVBHARAT
5 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
5 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
6 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
7 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
7 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
9 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
9 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
1 year ago
2:06
ઇડર ભાજપ ધારાસભ્ય રમણ વોરાની દાવડ ગામની જમીન 'શ્રી-સરકાર', ખોટા ખેડૂત ખાતેદાર કેસમાં કાર્યવાહી
ETVBHARAT
42 minutes ago
Comments