Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
5 months ago
ପୁରୀ: ଆଜି ବିଶ୍ଵ ପଖାଳ ଦିବସ । ଓଡିଶାର ଘରେ ଘରେ ପଖାଳ ଦିବସର ଆସର ଜମିବାରେ ଲାଗିଛି । ଏନେଇ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଶ୍ଵ ପଖାଳ ଦିବସର ଶୁଭେଚ୍ଛା ଦେଇଛନ୍ତି । ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା ମାଧ୍ୟମରେ ଏହି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାକୃତିରେ ପଖାଳ କଂସା ତିଆରି କରିଛନ୍ତି । କେବଳ ପଖାଳ ନୁହେଁ ବାଲିରେ ମାଛ, ବଡ଼ି ଚୁରା, ପିଆଜ, ବାଇଗଣ ଭଜା, ଆମ୍ବ ଛେଚା ସହିତ ବିଭିନ୍ନ ବ୍ୟଞ୍ଜନର ଅବିକଳ ପ୍ରତିକୃତି ତିଆରି କରାଥିଲେ । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ଆଜିର ଦିବସକୁ ସାରା ବିଶ୍ଵରେ ଥିବା ପ୍ରତ୍ୟେକ ଓଡ଼ିଆ ବିଶ୍ଵ ପଖାଳ ଦିବସ ଭାବେ ପାଳନ କରୁଛନ୍ତି । ପଖାଳ ଦିବସ ପାଳନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଓଡିଆଙ୍କ ପାରମ୍ପରିକ ଖାଦ୍ୟ ପଖାଳ ଓଡ଼ିଆଙ୍କ ପରିଚୟ । ବିଶ୍ୱ ସ୍ତରରେ ପଖାଳ ଦିବସ ଭାବେ ଆଜିର ଦିବସକୁ ପାଳନ କରାଯାଉଛି । ଯାହାକି ଆମ ଓଡି଼ଆଙ୍କ ପାଇଁ ଗର୍ବ ଓ ଆନନ୍ଦର କଥା । ପ୍ରତ୍ୟେକ ଓଡିଆ ପଖାଳ ଦିବସକୁ ଖୁବ ଭଲ ଭାବରେ ପାଳନ କରନ୍ତୁ । ବିଶ୍ଵ ପଖାଳ ଦିବସରେ ଅନେକ ଅନେକ ଶୁଭେଚ୍ଛା ।"ଏହା ମଧ୍ୟ ପଢନ୍ତୁ:‘ମୋ ଭାରତ ମହାନ’: ବାଲୁକା ଚିତ୍ରକଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନନବବର୍ଷକୁ ସ୍ବାଗତ, ବାଲୁକାକଳାରେ ବିଶ୍ବଶାନ୍ତି ବାର୍ତ୍ତାଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you for listening.
00:42
Thank you for listening.
Show less
Comments
Add your comment
Recommended
3:37
|
Up next
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
1 week ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 weeks ago
1:11
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ଦୁଇ ଡ୍ରାଇଭର
ETVBHARAT
2 months ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
2 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
3 months ago
1:25
विदिशा में बारिश से उफान पर बेतवा, पुराने अशोकनगर मार्ग का पुल और मंदिर जलमग्न, अलर्ट जारी
ETVBHARAT
8 hours ago
1:17
अभी भी पानी में डूबा है असम, अब तक 101 लोगों की मौत, बाढ़ से जूझ रहे हैं सवा लाख से ज्यादा लोग
ETVBHARAT
8 hours ago
2:11
ସରପଞ୍ଚ ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଘଟଣା: ନିର୍ବାଚନ ହେବ, ହେଲେ ଫଳ ପ୍ରକାଶ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ
ETVBHARAT
8 hours ago
0:30
पंचकूला सरकारी अस्पताल से पंखे चोरी करता व्यक्ति रंगे हाथों अरेस्ट, पहली मंजिल से दिनदहाड़े खोल रहा था पंखा
ETVBHARAT
8 hours ago
0:43
ਪੰਜਾਬ ਯੂਨੀਵਰਸਿਟੀ ਚੋਣਾਂ: ‘ਆਪ’ ਨੇ ਖਿੱਚੀ ਤਿਆਰੀ, ਮੀਤ ਹੇਅਰ ਤੇ MLA ਸੁਖਾਨੰਦ ਨੂੰ ਸੌਂਪੀ ਵੱਡੀ ਜ਼ਿੰਮੇਵਾਰੀ
ETVBHARAT
8 hours ago
2:58
Watch: ଚଷମା ଦୋକାନରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ
ETVBHARAT
4 months ago
2:34
ନିହଣ ମୁନରେ କମ୍ପୁଛି ରଥଖଳା; ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ
ETVBHARAT
4 months ago
2:05
Watch: ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି, ପୂଜା ପାଉଛନ୍ତି ରଥକାଠ, ଅକ୍ଷୟ ତୃତୀୟାର ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
4 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
4 months ago
1:16
ଅଟଳ ଟନେଲରେ ଜାରି ରହିଛି ପ୍ରବଳ ତୁଷାରପାତ, ଯାତାୟାତ ବାଧାପ୍ରାପ୍ତ
ETVBHARAT
5 months ago
2:30
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ; ଟିମ୍ ଇଣ୍ଡିଆ ବିଜୟ ପାଇଁ ଜାଗର ବ୍ରତ ସହ ଦୀପ ଜାଳିଲେ ଫ୍ୟାନ୍ସ
ETVBHARAT
6 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
7 months ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
8 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
8 months ago
1:15
ଜାଲରେ ଫସିଥିବା ହରିଣକୁ ମୁକ୍ତ କଲେ କୋମଳମତି ପିଲା, ଛୁଟୁଛି ପ୍ରଶଂସା
ETVBHARAT
9 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
10 months ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
11 months ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2 years ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
Comments